Monday, November 16, 2026
Home ଆଞ୍ଚଳିକ ସତ୍ୟ ସାଇଙ୍କ ୯୫ତମ ଜୟନ୍ତୀ ଉତ୍ସବ ପାଳିତ

ସତ୍ୟ ସାଇଙ୍କ ୯୫ତମ ଜୟନ୍ତୀ ଉତ୍ସବ ପାଳିତ

23

ବେଗୁନିଆପଡ଼ା,୨୩-୧୧(ଜିଲ୍ଲା ଖବର): ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲ ଗ୍ରାମ ସ୍ଥିତ ସତ୍ୟସାଇ ମନ୍ଦିରରେ ସତ୍ୟ ସାଇଙ୍କ ୯୫ତମ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି । ମନ୍ଦିରରେ ପୂଜା କରାଯାଇ ସାମାଜିକ ଦୂରତା ରଖି ନଗର ପରିକ୍ରମା କରାଇଥିଲା । ସକାଳେ ବାଲ୍ୟଭୋଗ ବିତରଣ, ପ୍ରସାଦ ସେବନ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ବସନ୍ତ କୁମାର ମାଲିକଙ୍କ ସହ ଅନ୍ୟମାନେ ପରିଚାଳନା କରିଥିଲେ । ସାମାଜିକ ଦୂରତା ରଖି ପୂଜାର୍ଚ୍ଚନା କରାଇଥିଲା ।