Sunday, October 11, 2026
Home ଜିଲ୍ଲା କନ୍ଧମାଳ କଂଗ୍ରେସ ଦଳ ର ସଭାପତି ଚୟନ ବୈଠକ

କଂଗ୍ରେସ ଦଳ ର ସଭାପତି ଚୟନ ବୈଠକ

135

ବାଲିଗୁଡା,୨୨-୧୧-୨୦୨୦(ସୁକାନ୍ତ କୁମାର ତ୍ରପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ କଂଗ୍ରେସ ଅଫିସ ଠାରେ ବୈଠକ ଅନୁଷ୍ଠିତ କରାଯାଇଥିଲା କଂଗ୍ରେସ ଦଳ କର୍ମକର୍ତା ତଥା କର୍ମୀ ମାନଙ୍କ ଉପସ୍ଥିତିରେ ଜିଲ୍ଲା ସଭାପତି ଅନାମ ନାୟକ ଙ୍କ ନେତୃତ୍ୱରେ ସଭା ପରିଚାଳିତ କରାଯାଇଥିଲା ବାଲିଗୁଡା ରେ ଏକ ନୂତନ ସଭାପତି

ଆବଶ୍ୟକ ଥିବା କର୍ମୀ ଅଭିଯୋଗ ଆଣିଥିଲେ ପୂର୍ବତନ ସଭାପତି ଠିକ ପରିଚାଳନା ନ ହେବାରୁ କଂଗ୍ରେସ ଦଳ ସବୁ କ୍ଷେତ୍ର ରେ ପଛରେ ରହିଯାଉଛି ଏଣୁ ଦକ୍ଷ ନିସ୍ୱାର୍ଥ ପର ଭାବରେ କଂଗ୍ରେସ ପାଇଁ କାର୍ଯ୍ୟ କରୁଥିବା ଆଇବାର ନାୟକ ଙ୍କୁ ପ୍ରସ୍ତାବ ଏବଂ ସମର୍ଥନ କରିଥିଲେ କର୍ମୀ ଏବଂ ନେତା ସେହି ଭଳି ବାଲିଗୁଡା ନଗର ସଭାପତି ସ୍ୱପ୍ନେସ୍ୱର ସାହୁ ଙ୍କୁ ସମର୍ଥମ କରିଥିଲେ କଂଗ୍ରେସ କମିଟି ଏହି ଦୁଇ ଜଣ ଙ୍କୁ ନେଇ ଆସା ଏବଂ ବିଶ୍ୱାସ ରଖିଛନ୍ତି ଯେ ଆଗାମୀ ଇଲେକ୍ସନ ରେ ଦଳ ଆଗକୁ ଆସିବ ବୋଲି ଆଶା ରଖିଛନ୍ତି ଏ ନେଇ ଜିଲ୍ଲା ସଭାପତି ଅନାମ ନାୟକ ସମସ୍ତଙ୍କ ମତ ଅନୁସାରେ ଆଇବର ନାୟକ ଙ୍କୁ ବାଲିଗୁଡା ସଭାପତି ଭାବେ ନିର୍ବାଚିତ କରାଗଲା l