Tuesday, October 13, 2026
Home ଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସହ ଆଲୋଚନା

ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସହ ଆଲୋଚନା

39

ବିଷମକଟକ,୨୨-୧୧-୨୦୨୦ (ପ୍ରସନ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗା ଧର ପଲ୍ କୁଲି ପଞ୍ଚାୟତ ସରପଞ୍ଚ ତଥା ଯୁବ ନେତା ହର ପ୍ରସାଦ ହେପୁକ, ଯୁବ ନେତା ଉପେନ୍ଦ୍ର କାର କେରିଆ, ସିକରପାଇ ସରପଞ୍ଚ ଶ୍ରୀ ସାରୁବୁ ସାରାକା, ପ୍ରଶାନ୍ତ ଏବଂ ସୁରେଶ ହୁଇକା କଲ୍ୟାଣ ସିଂହପୁର ପଞ୍ଚାୟତ ସମିତି ଅନ୍ତର୍ଗତ ଚେରାପାଇ, ତୁମ୍ବିତରାଇ, ବାଲାପାଇ,

ଲମ୍ବେରି, ସେରିଗୁମ୍ବା, ବର୍ଜା, ଲେକାପାଇ ଓ ଉପର ଅଞ୍ଚଳ ବାଡି ଗ୍ରାମ ପରିଦର୍ଶନ କରି ଲୋକଙ୍କ ଜୀବନ ଜୀବିକା ବିଷୟରେ ଆଲୋଚନା କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ କରିବା ପାଇଁ ପ୍ରତିଶ୍ରତିବଦ୍ଧ ହୋଇଥିଲେ ।