Saturday, November 14, 2026
Home ଆଞ୍ଚଳିକ ଭାରସାମ୍ୟ ହରାଇ ଖସିଲା ଯାତ୍ରୀବାହୀ ମିନିବସ

ଭାରସାମ୍ୟ ହରାଇ ଖସିଲା ଯାତ୍ରୀବାହୀ ମିନିବସ

38

ଆସିକା,୨୧-୧୧-୨୦୨୦ (ଜ଼ିଲ୍ଲା ଖବର) : ଗଂଜାମ ଜ଼ିଲ୍ଲା କୋଟୀନାଡ ନୁଆଁପଲି ଗାଁ ନିକଟ ରାସ୍ତା ପାର୍ଶ୍ୱରେ ଥିବା ଏକ ପୋଖରୀ ଭିତରକୁ ଭାରସାମ୍ୟ ହରାଇ ଖସିଲା ପଡିଲା ଯାତ୍ରୀବାହୀ ମିନିବସ l ଅଳ୍ପକେ ବର୍ତିଲେ ବସିଥିବା ଯାତ୍ରୀ l ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଖସିପଳାଇଥିବା ବେଳେ ମିନି ବସଟି କବିସୂର୍ଯ୍ୟନଗର ରୁ ଆସିକା ଅଭିମୁଖେ ଯାଉଥିବା ଜଣାଯାଇଛି l ତେବେ ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପଂହଁଚି ତଦନ୍ତ ଜାରି ରହିଛି l