Saturday, November 14, 2026
Home ଆଞ୍ଚଳିକ ଖରିଫ ଧାନ କିଣା ନେଇ ପ୍ରସ୍ତୁତି ବୈଠକ

ଖରିଫ ଧାନ କିଣା ନେଇ ପ୍ରସ୍ତୁତି ବୈଠକ

31

କୁକୁଡାଖଣ୍ଡି,୨୧-୧୧-୨୦୨୦(ଇ.ରଞ୍ଜନ) :
ଖରିଫ ଧାନ କିଣା ନେଇ କୁକୁଡାଖଣ୍ଡି ବ୍ଲକ ଯୋଗାଣ ବିଭାଗ ତରଫରୁ ବ୍ଲକ ସମ୍ମୀଳନୀ କଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି। ୨୦୨୦-୨୧ ବଷ ପାଇଁ ବ୍ଲକରୁ କେତେ ମେଟ୍ରିକ ଟନ୍ ଧାନ କିଣା ହେବ ସେନେଇ ଆଲୋଚନା ହୋଇଥିଲା।ବ୍ଲକରେ ଚଳିତ ବଷ ୧୯ଟି ସମବାୟ ସମିତି ,୩ଟି ଏସଏଚଜି ଗ୍ରୃପ ମାଧ୍ୟମରେ ଧାନ କିଣିବାକୁ ଅନୁମତି ପ୍ରଦାନ କରାଯାଇଛି।

୨୦୧୯-୨୦ ରେ ୨ଲଷ୪୫ହଜାର୭ଶହ ମେଟ୍ରିକ ଟନ ଧାନ ୭୨୫୪ ଜଣ ଚାଷୀ କଂ ଠାରୁ କିଣା ଯାଇଥିଲା।ଚଳିତ ବଷ ୭୨୬୬ ଜଣ ଚାଷୀ ପଞିକରଣ କରିଛନ୍ତି।ବ୍ଲ ଯୋଗାଣ ଅଧିକାରୀ ଏମ.ପ୍ରଶାନ୍ତ ରାଓ କଂ ଅଧଷତାରେ ଅନୁଷ୍ଟିତ ବୈଠକରେ ବିଡିଓ ଗଦାଧର ପାତ୍ର,ଅତିରିକ୍ତ ତହସିଲଦାର ସନାତନ ମଲିକ,ଏସିଏସଓ ସୋମେଶ୍ବର ଦାସ,ଦିଗପହଣ୍ଡି ଆରଏମସି ସେକ୍ଟ୍ରେଟାରୀ,ସମସ୍ତ ସମବାୟ ସମିତି ସେକ୍ରେଟାରୀ,ଏସଏଜି ଗ୍ରୃପ ସଦସ୍ୟମାନେ ଉପସ୍ଥିତ ଥିଲେ।