
ଭୁବନେଶ୍ୱର, ୨୧-୧୧-୨୦୨୦(ଜ଼ିଲ୍ଲା ଖବର) :
ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ତଥା ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବିଶ୍ବ ଶିଶୁ ଅଧିକାର ଦିବସ ପାଳିତ ହୋଇଛି। ଚଳିତ ବର୍ଷର ପ୍ରସଙ୍ଗ “ବାଲ୍ୟ ବିବାହ ସମାପ୍ତିକୁ ସୁନିଶ୍ଚିତ କରିବା: ଶିଶୁ ସୁରକ୍ଷା ପ୍ରଣାଳୀକୁ ମଜବୁତ କରିବା” ବିଷୟରେ ଏଥିରେ ଆଲୋଚନା ହୋଇଥିଲା।



