Sunday, November 15, 2026
Home ଆଞ୍ଚଳିକ ବିଜେପି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବୁଢ଼ାମ୍ୱ ମଣ୍ଡସ୍ତରୀୟ ପ୍ରଶିକ୍ଷଣ ଶିବିର

ବିଜେପି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବୁଢ଼ାମ୍ୱ ମଣ୍ଡସ୍ତରୀୟ ପ୍ରଶିକ୍ଷଣ ଶିବିର

79

କବିସୂର୍ଯ୍ୟନଗର, (ଗଞ୍ଜାମ ଜିଲ୍ଲା) ୨୧-୧୧-୨୦୨୦(ଜିଲ୍ଲା ଖବର):
ବୁଢ଼lମ୍ଭ ମଣ୍ଡଳ ବାଉଁଶିୟା ଗ୍ରାମରେ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି l ଏଥିରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଧାନ ସଭାପ୍ରାର୍ଥୀ ଶ୍ରୀଯୁକ୍ତ ରଞ୍ଜନ ପଲେଇ, ବିଶିଷ୍ଟ ଆଇନିଯିବି ଶ୍ରୀ ମୁରଲୀ ଧର ପାଣିଗ୍ରାହୀ, ବୟଜେଷ୍ଟ କର୍ମକର୍ତ୍ତା ହରିହର ପଣ୍ଡା, ଅବସରପ୍ରାପ୍ତ ଶିଖିକ ମଣ୍ଡଳ ସଭାପତି ଅଶୋକ ପ୍ରଧାନ, ଗୋକୁଳ କୃଷ୍ଣ ଗୌଡ଼, ମଣ୍ଡଳ ଯୁବ ସଭାପତି ସନ୍ତୋଷ ଡାକୁଆ,ଆଇନିଯିବି ଲୋକନାଥ ମହାନ୍ତି, ଯୁବନେତା ରମାକାନ୍ତ ଦେlରା, ଉତ୍ତମ ମାଲିକ, ଅକ୍ଷୟ କର, ବ୍ରିଟିଶ ନାୟକ, ଟିକି ରାମ, ସୁଦାମ ମହାନ୍ତି, ବିଜେପି ର କବିସୂର୍ଯ୍ୟନଗର ପ୍ରଭାରୀ ପ୍ରହରାଜ ସାହୁ, ବିଜେପି ବରିଷ୍ଠ କର୍ମୀ ଏବଂ ବୁଥ ର କର୍ମୀମାନେ ଯୋଗଦେଇଥିଲେ l