
ବାଲିଗୁଡା,୨୦-୧୧-୨୦୨୦(ସୁକାନ୍ତ କୁମାର ତ୍ରିପାଠୀ):
କନ୍ଧମାଳ ଜିଲ୍ଲା ଜଲେଶପଟା ନିକଟସ୍ତ ମାଜାମାହା ନିକଟ ବୁଲାଣି ରାସ୍ତା ପାର୍ଶ୍ୱରେ ଗୋଟିଏ କାର ଦୁର୍ଘଟଣା ଘଟିଛି |
କାର ଟି ବାଲିଗୁଡା ଆଭିମୁଖ୍ୟ ଯାଉ ଥିଲା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି | କାର ଟିର ନମ୍ବର 0D02B G3189 ବୋଲି ସୂଚନା ମିଳିଛି |






