Wednesday, October 14, 2026
Home ଜିଲ୍ଲା କନ୍ଧମାଳ ୟୁଥ ଅଫ କନ୍ଧମାଳର ଖଜୁରୀପଡା ବ୍ଲକରେ କମ୍ବଳ ବଣ୍ଟନ

ୟୁଥ ଅଫ କନ୍ଧମାଳର ଖଜୁରୀପଡା ବ୍ଲକରେ କମ୍ବଳ ବଣ୍ଟନ

62

ଖଜୁରୀପଡା,୨୦-୧୧-୨୦୨୦(ଜ଼ିଲ୍ଲା ଖବର) : ଶୀତରେ ଥରୁଛି ସମଗ୍ର କନ୍ଧମାଳ ଜିଲ୍ଲା । ଲୋକେ ଘରୁ ବାହାର ପାରୁନାହାନ୍ତି । ଏମିତିରେ ଖଜୁରୀପଡା ବ୍ଲକରେ ରହୁଥିବା କିଛି ଅସହାୟ ଲୋକକୁଂ କମ୍ବଳ ବାଣ୍ଟିଲେ ସ୍ବେଛାସେବୀ । ବ୍ଲକର କିଛି ଅପହଞ୍ଚ ଗ୍ରାମ ଟକଲି, ଖଲିବେରେନା, ବିଜୁଳିସାହି,କୁଟିଲାଝର ଆଦିଗ୍ରାମକୁ ଯାଇ ଲୋକକୁଂ କମ୍ବଳ ପ୍ରଦାନ କରିଛନ୍ତି । ୟୁଥ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦଶନୀ, ଶିବ ସୁନ୍ଦର ସାହୁ, ଗୌତମ ହଂସ ,ବଳରାମ ବିନ୍ଧାଣି ପ୍ରମୁଖ ଉପସ୍ଥିତ ଥିଲେ । ଯୁବକ ମାନକଂ ଏପରି କାର୍ଯ୍ୟକୁ ପ୍ରସଂଶା କରିଛନ୍ତି ସ୍ଥାନୀୟ ବାସିନ୍ଧା ।