Monday, October 12, 2026
Home ଆଞ୍ଚଳିକ କନ୍ଧମାଳ ଜ଼ିଲ୍ଲା : ଅଟୋ ଧକାରେ ମୋଟରସାଇକଲ ଚାଳକ ଗୁରୁତର

କନ୍ଧମାଳ ଜ଼ିଲ୍ଲା : ଅଟୋ ଧକାରେ ମୋଟରସାଇକଲ ଚାଳକ ଗୁରୁତର

228

ବାଲିଗୁଡା, ୧୯-୧୧-୨୦୨୦(ସୁକାନ୍ତ କୁମାର ତ୍ରିପାଠୀ ) : କନ୍ଧମାଳ ଜିଲ୍ଲା ବାଦକେତା ଉଚ ପ୍ରାଥମିକ ବିଦ୍ୟାଳୟ ସାମନା ରେ ଗୋଟିଏ ଅଜଣା ଅଟୋ ବାଇକ ସହିତ ଧକା ଦେଇ ତୀଵ୍ରବେଗରେ ପଳାଇ ଯାଇଥିଲା | ମୋଟରସାଇକଲ ସହିତ ଆରୋହୀ ଗୁରୁତର ହୋଇଛନ୍ତି |ଗୁରୁତର ହୋଇଥିବା ବ୍ୟକ୍ତି ଙ୍କ ନାମ ଶ୍ରୀକାନ୍ତ ଆମାୟତ ବୋଲି ଜଣା ପଡିଛି | ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଗୁଡା ଉପଖଣ୍ଡ ଚିକିଛାଳୟ କୁ ପଠାଇଦିଆଯାଇଛି |