Tuesday, October 13, 2026
Home ଜିଲ୍ଲା କନ୍ଧମାଳ କନ୍ଧମାଳ ଜ଼ିଲ୍ଲା : କ.ନୂଆଗାଁରେ ବିଇଓଙ୍କ ଯୋଗଦାନ

କନ୍ଧମାଳ ଜ଼ିଲ୍ଲା : କ.ନୂଆଗାଁରେ ବିଇଓଙ୍କ ଯୋଗଦାନ

206

ବାଲିଗୁଡା, ୧୯-୧୧-୨୦୨୦(ସୁକାନ୍ତ କୁମାର ତ୍ରିପାଠୀ) : କ.ନୂଆଗାଁ ବ୍ଲକରେ ନୂତନ ବ୍ଲକ ଶିକ୍ଷାଧିକାରି ମହେଶ୍ୱର ମାଝୀଙ୍କ ବିଇଓ ଭାବରେ ଯୋଗ ଦେଇଛନ୍ତି | ଏହା ପୂର୍ବରୁ ବାଲିଗୁଡା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଏବିଇଓ କମ ବିଆରସିସି ଭାବରେ ପଦବୀରେ ରହିଥିଲେ | ବହୁତ ଦୀନ ହେଲା ନୂଆଗାଁଠାରେ ବିଇଓ ପଦବୀ ଖାଲି ଥିଲା | ଖାଲି ପଦବୀ ଜାଗାରେ ନୂତନ ବ୍ଲକ ଶିକ୍ଷାଧିକାରି ମହେଶ୍ୱର ମାଝୀଙ୍କ ବିଇଓ ଭାବରେ ଯୋଗ ଦେଇଛନ୍ତି | ଅନେକ ଦୀନ ହେଲା ଖାଲି ପଡ଼ିଥିବା ପଦବୀ ପୂରଣ ପରେ କ. ନୂଆଗାଁ ଠାରେ ବିଇଓ ଅଫିସ କର୍ମଚାରୀ ଙ୍କ ମଧ୍ୟରେ ପ୍ରଶଂସା ର ସୁଅ ଛୁଟିଛି | ମହେଶ୍ୱର ମାଝୀ ଙ୍କ କାର୍ଯ୍ୟ ରେ ଯୋଗ ଦେବାପରେ କର୍ମଚାରୀ ଙ୍କୁ ନେଇ ମୀଟିଙ୍ଗ କରିଥିବା ଶୁଣିବାକୁ ମିଳିଛି |