
ବ୍ରହ୍ମପୁର,୧୯-୧୧-୨୦୨୦(ଇ. ରଞ୍ଜନ) : ବ୍ରହ୍ମପୁର ସହରର ଓଡ଼ିଆ ଯୁବକଙ୍କୁ ନେଇ ତେଲୁଗୁ ଓ ଓଡ଼ିଆ ଦୁଇଟି ଭାଷାରେ ଫିଲ୍ମ ନିର୍ମାଣ କରାଯିବାର ଆୟୋଜନ କରାଯାଇଛି ଏହାର ମୁଖ୍ୟ ଭୂମିକା କମଳା ଏଣ୍ଟେlଟେନମେଣ୍ଟ ଏଡ଼ ଶିବା ସତ୍ୟମ ପ୍ରଡଆକ୍ସନ ଗ୍ରହଣ କରିଛି ଏହା ତରଫରୁ ଗୁରୁବାର ସନ୍ଧ୍ୟା ସମୟରେ ସହରର ଗାନ୍ଧୀନଗର ସ୍ଥିତ ମୋତି ହୋଟେଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ଉଦ୍ଘାଟନ କରିବା ସହ ଫିଲ୍ମର ଓଡ଼ିଆ ଓ ତେଲଗୁ ନାମକରଣ ପୋଷ୍ଟରକୁ ଉନ୍ମୋଚନ କରିଛନ୍ତି ସାଂସଦ ଗଞ୍ଜାମ ଜିଲ୍ଲା କଳା ସଂସ୍କୃତିକ କାର୍ଯ୍ୟର ଫେଣ୍ଟସ୍ଥଳ ରହିଥିବା ରୁ ବିଭିନ୍ନ କଳା ଲୋକଙ୍କ ଦୃଷ୍ଟିଗୋଚର ହୋଇଛି କିନ୍ତୁ ବ୍ରହ୍ମପୁର ସହରରେ ପ୍ରଥମଥର ପାଇଁ ବ୍ରହ୍ମପୁର ଯୁବକଙ୍କୁ ନେଇ ଦୁଇଟି ଭାଷାରେ ଶିବାରୁଦ୍ର ଭଗବାନ ଶିବଙ୍କ ଦୁଇଟି ନାମରେ ଫିଲ୍ମ ନିର୍ମାଣ ଆୟୋଜନ କୁ ନେଇ ନିଜେ ଖୁସି ମନସ୍ତ କରିଥିବା ସହ ଦର୍ଶକ ମଧ୍ୟ୍ୟ ଖୁସିଜାହିର କରିବେ ବୋଲି ଲୋକ ଶୋଭା ସଦସ୍ୟା ଦୃଢ଼କ୍ତି ପ୍ରକାଶ କରିଛନ୍ତି l
ଏହି କାର୍ଯ୍ୟକ୍ରମ ରେ ସ୍ୱତନ୍ତ୍ର ଅତିଥି ବା ଉକ୍ତ ସିନେମାର ଏଲ.ଇଡି କେରେକ୍ଟର ଭାବେଥିବା ଓଡ଼ିଆ ସିନେମା ଜଗତର ଅଭିନେତା ଶ୍ରୀତମ ଦାଶ ଯୋଗଦେଇ ସହରରୁ ପ୍ରଥମଥର ପାଇଁ ଫିଲ୍ମନାମ ଉନ୍ମୋଚନ ହୋଇ ଫିଲ୍ମ ନିର୍ମାଣ ଆୟୋଜନ କୁ ନେଇ ପ୍ରଶଂସା ସାଉଁଟିଥିଲେ ଏହି ଫିଲ୍ମରେ ସାଂସାରିକ, ଆଧ୍ୟାତ୍ମିକ, କିଛି ମନୋରଞ୍ଜନ ମାରପିଟ ଭଳି ଟିଭି ସ୍କିନପରଦାର ଦୃଶ୍ୟ ଦର୍ଶକଙ୍କ ମନଛୁଇଁଲା ଭଳି ନିର୍ମାଣ କରାଯିବ ଏହି ଫିଲ୍ମ ଆନ୍ଦ୍ରପ୍ରଦେଶ ସହ ଓଡିଶା ରେ ମଧ୍ୟ ନାଟକିୟ ଶୂଟିଙ୍ଗ ଦୃଶ୍ୟ କଏଦ କରାଯିବ ଏହି ଫିଲ୍ମ ବ୍ରହ୍ମପୁର ପଡସି ଆନ୍ଦ୍ରପ୍ରଦେଶର ଫିଲ୍ମ ନିର୍ଦ୍ଦେସନାରେ କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ପ୍ରକାଶ ପାଇଛି ଉକ୍ତ ସିନେମାର ତେଲୁଗୁ ଓଡ଼ିଆ ଦୁଇଟି ଚଳଚ୍ଚିତ୍ର ରେ ହେରୋ ଭାବେ କାର୍ଯ୍ୟସମ୍ପାଦନ କରିବେ ବ୍ରହ୍ମପୁର ଯୁବକ ଲକ୍ଷ୍ମଣ(ରାଜନ ଯାଦବ) ଉକ୍ତ ଫିଲ୍ମର ପ୍ରଯୋଜକ ବ୍ରହ୍ମପୁରର ଦୀପକ କୁମାର ରାଓ,ସଂଗୀତତାଳରେ ଜି.ଯେ କୀର୍ତ୍ତି ଭାଶନ, ଅଭିନୟ ରେ ଚିଟି ସମସ୍ତଙ୍କ ମିଳିତ ରେ ଫିଲ୍ମ ନିର୍ମାଣ ଆଗେଇ ଆସିଥିବା ରୁ ସମସ୍ତଙ୍କୁ କର୍ପୋରେଟର ଆର.ମୁରଲୀ ମୋହନ ଧନ୍ୟବାଦ ଅର୍ପଣ କରି ଆସନ୍ତା ଦିନରେ ଆସୁଥିବା ଫିଲ୍ମ କୁ ସ୍ୱାଗତ କରିଛନ୍ତି l







