Thursday, November 12, 2026
Home ଜିଲ୍ଲା ମୁନିଗୁଡା: ଦୋକାନ ଭାଙ୍ଗି ୫ ଲକ୍ଷ୍ୟ ଟଙ୍କାର ମୋବାଇଲ ଚୋରି

ମୁନିଗୁଡା: ଦୋକାନ ଭାଙ୍ଗି ୫ ଲକ୍ଷ୍ୟ ଟଙ୍କାର ମୋବାଇଲ ଚୋରି

191

ବିଷମକଟକ,୧୯-୧୧-୨୦୨ (ପ୍ରସ୍ନନ ପଣ୍ଡା): ରାୟଗଡ଼ା ଜିଲ୍ଲା ମୁନିଗୁଡା ହନୁମାନ ବଜାରରେ ଗତ ରାତିରେ ଗୋଟିଏ ମୋବାଇଲ ଦୋକାନ ରୁ ଉପର ଟିଣ ଭାଙ୍ଗି ପ୍ରାୟ ୫ ଲକ୍ଷ୍ୟ ଟଙ୍କାର ମୋବାଇଲ ଚୋରି ହୋଇଛି ।

ବିଭିନ୍ନ ନାମିଦାମୀ କମ୍ପାନୀ ର ମୋବାଇଲ୍ ଏହି ଦୋକାନ ରେ ବିକ୍ରି ହେଉଥିବା ଜଣାପଡିଛି । ସକାଳୁ ଖବର ପାଇ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଦେଇଛନ୍ତି ।