
ବାଲିଗୁଡା, ୧୯-୧୧-୨୦୨୦ (ଜ଼ିଲ୍ଲା ଖବର / ସୁକାନ୍ତ କୁମାର ତ୍ରିପାଠୀ) : କନ୍ଧମାଳ ଜିଲ୍ଲାର ବାଲିଗୁଡା ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତ ତିଲାପଙ୍ଗା, ନୀଲୀପଡା, ଟେମାଙ୍ଗି ଇତ୍ୟାଦି ଅଂଚଳରେ 175 ଏକରରେ ଲାଗିଥିବା ଚାଷ ଜମିରେ ଗଞ୍ଜାଇ ଗଛ କୁନଷ୍ଟ କରି ଦିଆଯାଇଛି |
ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗ ତରଫରୁ ମିଳିତ ଭାବରେ ଚଢ଼ାଉ କରି 17 କୋଟିରୁ ଉର୍ଦ୍ଧ ଗଞ୍ଜାଇ ଗଛକୁ ନଷ୍ଟ କରିଥିଲେ | ଏ ନେଇ ବାଲିଗୁଡା ଥାନା କେଶ ନମ୍ବର 211/20 ରେ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଚାଲିଥିବା ର ସୂଚନା ଦେଇଛନ୍ତି DSP ଅଭିନଵ ଶଙ୍କର |




