Tuesday, October 13, 2026
Home ଜିଲ୍ଲା କନ୍ଧମାଳ ପୂର୍ବତନ ଅଧ୍ୟକ୍ଷଙ୍କ ଦ୍ବାରା କମ୍ବଳ ବଣ୍ଟନ

ପୂର୍ବତନ ଅଧ୍ୟକ୍ଷଙ୍କ ଦ୍ବାରା କମ୍ବଳ ବଣ୍ଟନ

27

ବାଲିଗୁଡା,୧୯-୧୧-୨୦୨୦ (କେ ଡି ଏନ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦର ୨ନଂ ଓ୍ବାର୍ଡ ଶଙ୍ଖସାହିର ଗରୀବ ଲୋକ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ପୂର୍ବତନ ଅଧ୍ୟକ୍ଷ ପି.ସଞ୍ଜିବ କୁମାର ପାତ୍ର କମ୍ବଳ ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଓ୍ବାର୍ଡ ସଭ୍ୟ ଅନୀଲ କୁମାର ଦଳବେହେରା, କର୍ମୀ ବୁଲୁ ତ୍ରିପାଠୀ, ସିମାଞ୍ଚଳ ପଣ୍ଡା, ସଞ୍ଜୟ ମହାନ୍ତି, ଶଙ୍କର ସେଠୀ, କାହ୍ନୁ ନାୟକ, ବୁଲୁ ନାୟକ ପ୍ରମୁଖଙ୍କ ସହଯୋଗରେ ଶ୍ରୀ ପାତ୍ର ୩୦ ଖଣ୍ଡ କମ୍ବଳ ବଣ୍ଟନ କରିଥିଲେ।