ବାଲିଗୁଡା, (ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନା ପ୍ରତିଷ୍ଠା ଦାବୀ ନେଇ ବାଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବୀ ପତ୍ର ଏହି ଦାବୀ ପତ୍ର ମିଳିତ ନାଗରିକ କମିଟି ବାଲିଗୁଡା ତରଫରୁ ଦିଆଯାଇଛି l





ଏହି କମିଟିରେ ବାଲିଗୁଡ଼ାରୁ ରବୀନ୍ଦ୍ର ନାଥ ପଣ୍ଡା, କୌଶିକ ସାହୁ, ଅନ୍ତର୍ଯ୍ୟାମୀ ବେହେରା, ଜଗନ୍ନାଥ ସାହୁ, ଭଗବାନ ଜେନାଙ୍କ ସମେତ ବହୁ ଜନସାଧାରଣ ଯୋଗ ଉପସ୍ଥିତ ଥିଲେ I



