
କନ୍ଧମାଳ, (ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଜଣେ ବ୍ୟକ୍ତି ଦିନକୁ 30ରୁ 50କିଲୋମିଟର ସାଇକଲ ଚଲାନ୍ତି l ସେ ସବୁବେଳେ ସକାଳ ବାଲିଗୁଡା ଠାରୁ କୁର୍ତ୍ତମଗଡ଼ ଯିବା ଆସିବା କରନ୍ତି l ସେ ଏକାଧାରରେ ଠିକାଦାର ଓ ବ୍ୟବସାୟୀ ମଧ୍ୟ୍ୟ କରନ୍ତି l ତାଙ୍କରି ନାମ ରମେଶ ଚନ୍ଦ୍ର ପାତ୍ର (30) ସେ କହିବା ଅନୁଯାୟୀ ଏହି ସାଇକଲ ଚଳାଇବାରେ ବହୁତ ଆନନ୍ଦ ଲାଗୁଚି ଏବଂ ଶରୀର ସୁସ୍ଥ ଅନୁଭବ କରୁଛି ବୋଲି ସୂଚନା ଦେଇଛନ୍ତି l



