Thursday, November 12, 2026
Home ଆଞ୍ଚଳିକ ଓଡ଼ିଶା ମୋ ପରିବାର ତରଫରୁ “ଜୀବନ ବିନ୍ଦୁ” ରକ୍ତଦାନ ଶିବିର ଅନୁଷ୍ଠିତ

ଓଡ଼ିଶା ମୋ ପରିବାର ତରଫରୁ “ଜୀବନ ବିନ୍ଦୁ” ରକ୍ତଦାନ ଶିବିର ଅନୁଷ୍ଠିତ

27

କବିସୂର୍ଯ୍ୟନଗର,୧୮-୧୧-୨୦୨୦(ଜ଼ିଲ୍ଲା ଖବର) : ଗୁଡ଼ିଆଳି ଶୁଭମ କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶା ମୋ ପରିବାର ତରଫରୁ “ଜୀବନ ବିନ୍ଦୁ” ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ | ମାନ୍ୟବର ବିଧାୟିକା କବିସୂର୍ଯ୍ୟନଗର ଲତିକା ପ୍ରଧାନ,ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏବଂ ଜୀବନ ବିନ୍ଦୁ ଗଞ୍ଜାମ ଜିଲ୍ଲା ସଂଯୋଜକ ସୁବାଷ ମହାରଣା ଓ ସ୍ବେଛାସେବୀ ମାନେ ଉପସ୍ଥିତ ଥିଲେ।