ଆସିକା,୧୮-୧୧-୨୦୨୦ (ଜ଼ିଲ୍ଲା ଖବର): ଗଂଜାମ ଜ଼ିଲ୍ଲା ଆସିକା ବଡନଦୀ ସେତୁ ଠାରେ ଟ୍ରକ୍ ସହ ବସ୍ ଧକ୍କା ,ଆଜି ସକାଳଲେ ଘଟିଛି ଏହି ଦୁର୍ଘଟଣା। ଘଟଣା ସ୍ଥଳରେ ଆସିକା ପୋଲିସ୍ ଏବଂ ଦମକଳ ବାହିନୀ ପହଞ୍ଚି ଆହାତ ମାନଙ୍କୁ ଉଦ୍ଧାର କରିବା ସହିତ ମେଡିକାଲକୁ ପଠାଯାଇ ଥିବା ସୂଚନା|