Wednesday, November 11, 2026
Home ଜିଲ୍ଲା ମୁନିଗୁଡାର ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କଲେ ଏସ୍ଡିପିଓ ଓ ଥାନା ଅଧିକାରୀ

ମୁନିଗୁଡାର ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କଲେ ଏସ୍ଡିପିଓ ଓ ଥାନା ଅଧିକାରୀ

95

ମୁନିଗୁଡା, ୧୭-୧୧-୨୦୨୦(ପ୍ରସନ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ପରି ସରରେ ମୁନିଗୁଡା ଏସ୍ଡିପିଓ ଓ ମୁନିଗୁଡା ଥାନା ଅଧିକାରୀ ମିଳିତ ସଭାପତିତ୍ୱ ରେ ଏକ ଗୁରୁତ୍ୱ ପୁଣ୍ୟ ବୈଠକ ସଫଳତା ର ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମୁନିଗୁଡା ର ଟ୍ରାଫିକ୍ ସମସ୍ୟା , ଉଠା ଦୋକାନୀ ମାନଙ୍କ ପାଇଁ ସ୍ଥାୟୀ ସମାଧାନ , ବ୍ୟବସାୟୀ ମାନେ ମୁଖ୍ୟ ରାସ୍ତାରେ ପାର୍କିଂ ଓ ଓଳିଆ ପକାଉ ଥୁବା ନେଇ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବେ ଆଇନ୍ ଭାବେ ନା ବାଳକ ବାଇକ ଚଲାଇବା ପାଇଁ ରୋକ୍ ଲଗାଯିବ କେତେକ ଅମାନିଆ ମାନଙ୍କୁ ସାବାଡ୍ କରାଯିବ। ରାସ୍ତାରେ ବୁଲୁଥିବା ଗାଈଗୋରୁ ମାଲିକ କ ଉପରେ ତାଗିତ୍ କରାଯିବ ଏବଂ କୈଣସି ଅଘଟଣ ଘଟିଲେ ଗାଈ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିବା ସହ ପୋଲିସ କୁ ସବୁବେଳେ ସହଯୋଗ କରି ପାଇଁ ଏସ୍ଡିପିଓ ଶ୍ରୀ ସାହୁ ଅନୁରୋଧ କରିଛନ୍ତି।





















ଏହି ବୈଠକରେ ମୁନିଗୁଡା ଏସ୍ଡିପିଓ , ମୁନିଗୁଡା ଥାନା ଅଧିକାରୀ, ଓ ମୁନିଗୁଡା ସମସ୍ତ ର ବ୍ୟବସାୟୀ ଷ୍ଟାପ୍, ଓ ଜନ ସାଧାରଣ, ଏବଂ ବରିଷ୍ଠ ସାମ୍ବାଦିକ ନିର ସାହୁ, ହାତୀ ପଣ୍ଡା, ରାଜିବ ଲୋଚନ ଦାସ, ଗଣେଶର ରାଓ, ମୁନା ପଟ୍ଟନାୟକ, ଗଣେଶ ପାତ୍ର, ଉମାକାନ୍ତ ନେମାଲପୁରି, ପ୍ରସନ କୁମାର ପଣ୍ଡା, ସନାତନ ନାୟକ, ବ୍ୟବସାୟୀ ରଞ୍ଜନ କୁମାର ପାତ୍ର, ବାପୁଜୀ,ରମାକାନ୍ତ ପାଣିଗ୍ରାହୀ, ଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।