Sunday, November 15, 2026
Home ଜିଲ୍ଲା ଗୁଣୁପୁର: ବିଜେପି ତରଫରୁ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ୧୪୬ତମ ଜୟନ୍ତୀ ଅନୁଷ୍ଠିତ

ଗୁଣୁପୁର: ବିଜେପି ତରଫରୁ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ୧୪୬ତମ ଜୟନ୍ତୀ ଅନୁଷ୍ଠିତ

123
ZK/PP

ରାୟଗଡା,୧୫-୧୧-୨୦୨୦(ପ୍ରସ୍ନନ ପଣ୍ଡା): ଜିଲ୍ଲା ଗୁଣୁପୁର ବିଧାନସଭା କ୍ଷେତ୍ର ର ସଦର ଗୁଣୁପୁର ଠାରେ ଭାରତ ବର୍ଷ ର ଆଦିବାସୀ ନେତା ତଥାସ୍ୱାଧୀନତା ସଂଗ୍ରାମୀ ସହିଦ ବିର୍ସା ମୁଣ୍ଡାଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ଗୁଣୁପୁର ନଗର ବିଜେପି ସଭାପତି ଶ୍ରୀନିବାସ ସ୍ୱାଇଁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ

ହୋଇଯାଇଛି ଏହି ଅବସର ରେ ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୋଦ କୁମାର ସାହୁ, ଭଗବାନ ଚୌଧୁରୀ, ଗୋପାଳଦେବ ପାତ୍ର, ବିଦ୍ୟା ଶବର, ଫାଲ୍ଗୁନୀ ଶବର ପ୍ରମୁଖ ପ୍ରମୁଖ ଯୋଗ ଦେଇ ସହିଦ ବିର୍ସା ମୁଣ୍ଡା ଙ୍କ ଜୀବନୀ ଏବଂ ସ୍ୱାଧୀନତା ସଂଗ୍ରାମ ରେ ତାଙ୍କ ଭୂମିକା ପରେ ଆଲୋକପାତ କରିଥିଲେ ଏହି କାର୍ଯ୍ୟକ୍ରମ ରେ ନଗର ସଭାପତି ସ୍ୱାଇଁ ବିର୍ସା ମୁଣ୍ଡା ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ବିଜେପି କାର୍ଯ୍ୟକର୍ତ୍ତା ଙ୍କ ଜଣାଇବା ସହ ବିଜେପି ସଙ୍ଘଠନ କୁ ଅଧିକା ଶକ୍ତିଶାଳୀ ଏବଂ ମଜବୁତ କରିବାକୁ ଜଣାଇଥିଲେ ।