ଆସିକା, ୧୩-୧୧-୨୦୨୦(ବ୍ୟୁରୋ) :
ପବିତ୍ର ଧନତାରସ ଅବସରରେ ଆସିକା ନଗର ବିଜେଡି ସଭାପତି ଶ୍ରୀସତ୍ୟନାରାୟଣ ସ୍ୱାଇଁଙ୍କ ତରଫରୁ ଆସିକା ଏନ.ଏ.ସି ର ସମସ୍ତ ମହିଳା ଓ ପୁରୁଷ ସଫେଇ କର୍ମଚାରୀ ମାନଙ୍କୁ କୋରନା ଯୁଦ୍ଧାର ସଂମାନ ଦେବା ସହ ଶାଢ଼ି, ଟି ସାର୍ଟ ଓ ମିଠେଇ ବଣ୍ଟନ କରାଯାଇଥିଲା |