
ରାୟଗଡା,୧୨-୧୧-୨୦୨୦(ଜ଼ିଖ/ପ୍ରସ୍ନନ ପଣ୍ଡା) :
ବରିଷ୍ଠ କିରାଣୀ ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ ଓଡିଶା ରାଜସ୍ବ ସେବା ଅଧିକାରୀ (ଦ୍ବିତୀୟ ଶ୍ରେଣୀ ପାହ୍ଯା) ଭାବେ ପଦୋନ୍ନତି ପାଇଛନ୍ତି। ଜଣେ ଦକ୍ଷ ସୃଙ୍ଖଳିତ ଓ ସ୍ବଚଟ୍ କିରାଣୀ ଭାବେ ଗତ ତିନି ଦଶନ୍ଧି ଧରି ଜିଲ୍ଲାର ବିଭିନ୍ନ କାର୍ଯ୍ଯାଳୟ ରେ ସେ ସଫଳତା ର ସହ କାର୍ଯ୍ୟ କରି ଆସିଛନ୍ତି। ବରିଷ୍ଠତା ଓ ଦକ୍ଷତା ଭିତିରେ ରାଜ୍ଯ ସରକରା ଦେଇଥିବା ଏହି ପଦୋନ୍ନତି ପାଇଁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଛା।




