Sunday, October 11, 2026
Home ଜିଲ୍ଲା କନ୍ଧମାଳ କନ୍ଧମାଳ ଜିଲ୍ଲା: ସିନ୍ଧରୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନିମୋନିଆ ଦିବସ ପାଳିତ

କନ୍ଧମାଳ ଜିଲ୍ଲା: ସିନ୍ଧରୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନିମୋନିଆ ଦିବସ ପାଳିତ

123
ZK

ବାଲିଗୁଡା,୧୨-୧୧-୨୦୨୦ (ଜିଖ / ସୁକାନ୍ତ କୁମାର ତ୍ରିପାଠୀ) :

କନ୍ଧମାଳ ଜିଲ୍ଲା ସିନ୍ଧରୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ନିମୋନିଆ ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ଡାକ୍ତର ଅରବିନ୍ଦ ଖୁଣ୍ଟିଆ ମୁଖ୍ୟ ବକ୍ତା ଭାବେ ନିମୋନିଆ ଦିବସ ଉପରେ ଲୋକଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ | ଏଥିରେ ଜନସ୍ୱାସ୍ଥ୍ୟ ଅଧିକାରି ନାରାୟଣ ବରାଳ, ଲୋବ୍ରୋଟାରୀ ଟେକନିସିଆନ କାନ୍ନହୁ ଚରଣ ପାତ୍ର, ଆଟେଣ୍ଡେଣ୍ଡ ପୀତବାସ ହଂସ ଓ ବବିତା ସାହୁ, ଆଶା, ଏ ଏନ ଏମ ଏବଂ ପ୍ରାୟ ପାଖାପାଖି ୪୦ ଜଣ ଗ୍ରାମବାସି ଉପସ୍ଥିତ ଥିଲେ | ସଭା ସରିଲା ପରେ ସମସ୍ତଙ୍କ ପାଇଁ ଜଳଖିଆ ର ବ୍ୟବସ୍ତା କରାଯାଇଥିଲା |