
ଆସିକା, ୧୨-୧୧-୨୦୨୦(ଜ଼ିଲ୍ଲା ଖବର) : ଚିଲିତ କାର୍ତ୍ତିକ ଅମାବlସ୍ୟl ଦୀପାବଳୀ ଉପଲକ୍ଷେ ଆସିକା ନୁଆଗାଁ ଗ୍ରାମରେ ଏକ ସପ୍ତାହ ବ୍ୟାପୀ ଶ୍ରୀଶ୍ରୀଶ୍ରୀ ଶ୍ୟମାକାଳୀ ମହାଦେବୀଙ୍କ ପୂଜା ତ୍ରୟେ।ଦଶ ବାର୍ଷିକ ଉତ୍ସବ ଆସନ୍ତା ୧୩ ତାରିଖରେ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ ବୋଲି ନୂଆଗାଁ ଗ୍ରାମବାସୀ ବୃନ୍ଦ କହିଛନ୍ତି |



