Home ଅପରାଧ ଖୋର୍ଦ୍ଧା ଜିଲ୍ଲା: ଜଟଣୀର ବିଭିନ୍ନ ବାଣ ଗୋଦାମ ଉପରେ କମିସନରେଟ ପୋଲିସର ଚଢ଼ାଉ

ଖୋର୍ଦ୍ଧା ଜିଲ୍ଲା: ଜଟଣୀର ବିଭିନ୍ନ ବାଣ ଗୋଦାମ ଉପରେ କମିସନରେଟ ପୋଲିସର ଚଢ଼ାଉ

32

ଜଟଣୀ, ୧୧-୧୧-୨୦୨୦ଜଟଣୀର ବିଭିନ୍ନ ବାଣ ଗୋଦାମ ଉପରେ କମିସନରେଟ ପୋଲିସର ଚଢ଼ାଉ ଓ ବିପୁଳ ପରିମାଣ ର ବେଆଇନ ବାଣ ଜବତ । ସରକାର ଙ୍କ କଟକଣା ପରେ କିଛି ଅସାଧୁ ବ୍ୟବସାୟୀ ବାଣ ବିକ୍ରି କରୁଥିବାର ଖବର ପାଇ କମିସନରେଟ ପୋଲିସ ACP-zone-3 ଙ୍କ ତତ୍ବାବଧାନରେ ଜଟଣୀର ବିଭିନ୍ନ ବାଣ ଗୋଦାମ ଉପରେ ଚଢ଼ାଉ କରିଥିଲା । ବିଳୁଳ ପରିମାଣର ବାଣ ଜବତ କରିବା ସହିତ ସ୍ଥାନୀୟ ମହାବୀର ଭଣ୍ଡାର ବାଣ ଗୋଦାମକୁ ସିଲ କଲା ଜଟଣୀ ପୋଲିସ ।
ସଞ୍ଜୀବ କୁମାର, ସମ୍ବାଦଦାତା, ଖୋର୍ଦ୍ଧା ଜିଲ୍ଲା