
ବାଲିଗୁଡା,୧୯/୯ (ସୁରେଶ କୁମାର ପଣ୍ଡା): କେ.ନୂଆଗାଁ ବ୍ଲକରେ ବିଜୁ ଜନତା ଦଳ ତରଫରୁ ସଭ୍ୟ ସଂଗ୍ରହ ଅଭିଯାନ କନ୍ଧମାଳ ଜିଲ୍ଲାରେ ଆରମ୍ଭ କରାଯାଇଛି I ଏହି ଅଭିଯାନରେ ବାଲିଗୁଡା ବିଧାୟକ ଶ୍ରୀ ଚକ୍ରମଣି କହଁର, ଜିଲ୍ଲା ସାଧାରଣ ସମ୍ପାଦକ କୃଷ୍ଣ ମୋହନ ପାଣିଗ୍ରାହୀ,କେ.ନୂଆଗାଁ ବ୍ଲକ ସଭାପତି ବାସୁଦେବ ପଣ୍ଡା, ବହୁ ବିଜେଡି କର୍ମୀ, ନେତା ଯୋଗଦେବା ସହ ସମସ୍ତ ଗ୍ରାମପଞ୍ଚାୟତର ପ୍ରତି ୱାର୍ଡର ବିଜୁ କର୍ମୀଙ୍କ ଉପସ୍ଥିତ ରହି ଆଗକୁ ସଭ୍ୟ ସଂଗ୍ରହ ଅଭିଯାନରେ ସମସ୍ତ ମିଶିବେ ସେନେଇ ଆଲୋଚନା ହୋଇଥିଲା



