Monday, October 12, 2026
Home ଜାତୀୟ ଉତ୍ତରାଖଣ୍ଡ ସ୍ଥାପନା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଉତ୍ତରାଖଣ୍ଡ ସ୍ଥାପନା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

16
Ic: AN

ନୂଆଦିଲ୍ଲୀ,୧୦-୧୧-୨୦୨୦: ଉତ୍ତରାଖଣ୍ଡ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଉତ୍ତରାଖଣ୍ଡବାସୀଙ୍କୁ ରାଜ୍ୟ ସ୍ଥାପନା ଦିବସରେ ହାର୍ଦ୍ଦିକ ଶୁଭକାମନା । ପ୍ରଗତି ପଥରେ ଅଗ୍ରସର, ପ୍ରାକୃତିକ ସମ୍ପଦ ଏବଂ ସୌନ୍ଦର୍ୟ୍ୟଭରା ଏହି ପ୍ରଦେଶ ବିକାଶର ନୂତନ ଶିଖରରେ ପହଞ୍ଚୁ” ।