
ନୂଆଦିଲ୍ଲୀ,୧୦-୧୧-୨୦୨୦: ଫାଦର ଭାଲ୍ସଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମବେଦନା ଜଣାଇଛନ୍ତି । “ଫାଦର ଭାଲ୍ସ ଅନେକଙ୍କୁ ବିଶେଷ କରି ଗୁଜରାଟରେ ପ୍ରିୟ କରାଉଥିଲେ । ଗଣିତ ଏବଂ ଗୁଜୁରାଟୀ ସାହିତ୍ୟ ଭଳି ବିଭିନ୍ନ କ୍ଷେତ୍ରରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ ସର୍ବଦା ସମାଜ ସେବାରେ ବ୍ରତୀ ଥିଲେ । ତାଙ୍କ ଦେହାନ୍ତରେ ମୁଁ ମର୍ମାହତ । ତାଙ୍କ ଆତ୍ମା ଶାନ୍ତିରେ ରହୁ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।




