
ବାଲିଗୁଡା,୯/୧୧ ( ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଆଜି ରାତ୍ର ଠାରୁ ବୁର୍ଲା ପର୍ଯ୍ୟନ୍ତ ବସ ସେବା ର ଶୁଭା ରମ୍ଭହୋଇଛି | ଶିଭମ ନାମକ ଏକ ଘରୋଇ ବସ ଟି ରାତ୍ର 7 ଘଂଟିକା ସମୟରେ ବାଲିଗୁଡା ଠାରୁ ଯାତ୍ରା ଆରମ୍ଭ କରିଛି | ଏହି ବସ ଟି ଟିକାବାଲି, କଳିଙ୍ଗା, ଫୁଲବାଣୀ, ଚାରିଛକ, ବୌଦ୍ଧ, ସୋନପୁର, ସମ୍ବଲପୁର, ହୀରାକୁଦ, ବୁର୍ଲା ଦେଇ ଚିପିଳିମା ରେ ପହଂଚିବା ର କାର୍ଯ୍ୟକ୍ରମ ରହିଛି | ପୁଣି କାଲି ସନ୍ଧ୍ୟା 7 ଘଣ୍ଟିକା ରେ ଚିପିଳିମା ଠାରୁ ବସ ଛାଡିବା ର ବ୍ୟବସ୍ତା ହୋଇଛି | ଶିଭମ ବସ ଆଜିଠାରୁ ବୁର୍ଲା ପର୍ଯ୍ୟନ୍ତ ଯାଉଥିବା ରୁ ଲୋକଙ୍କ ମଧ୍ୟରେ ଆନନ୍ଦ ଛୁଟିଛି
|
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।



