
ଯାଜପୁର, ୦୮-୧୧-୨୦୨୦(ଜିଲ୍ଲା ଖବର): ଜାତୀୟ ରାଜପଥ ୧୬ ରଥିଆ ଛକ ନିକଟରେ ଦୁଇ ଭଉଣୀ ସ୍କୁଟି ରେ ଟିଉସନ ଯାଉ ଥିବା ସମୟରେ ରଥିଆ ଛକ ନିକଟରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ସହ ପଛପଟୁ ପିଟି ଦେଇ ଥିଲେ. ଘଟଣା ସ୍ଥଳରେ. ଜଣ ଙ୍କ ର ମୃତ୍ୟୁ ହୋଇଛି l
ମୃତକ ହେଲେ ଶ୍ଵେତା ବେହେରା ବୟସ ୧୬),ଅନ୍ୟ ଜଣକ ହେଲେ ସଂଗୀତା ଆହତ ଆହତ ଅବସ୍ଥା ରେ ଧର୍ମଶାଳା ମେଡିକାଲ କୁ ସ୍ଥାନାନ୍ତର କରା ଯାଇ ଥିବା ସୂଚନା ମିଳିଛି. ଦୁଇ ଭଉଣୀ ସ୍ଥାନୀୟ ନେଉଳପୁର ଅଂଚଳ ର ସନ୍ତୋଷ ବେହେରା ଙ୍କ ଝିଅ ବୋଲି ଜଣା ପଡିଛି ।
ଦୀପକ କୁମାର, ସମ୍ବାଦଦାତା, ଯାଜପୁର




