Wednesday, October 14, 2026
Home ଅପରାଧ ରାୟଗଡା ଜିଲ୍ଲା: ହାଟମୁନିଗୁଡା ପଚାୟତ ରେ ମହାଦୁର୍ନୀତି: ଜିଲ୍ଲା ପ୍ରଶାସନ ଜାଣିଶୁଣି ଚୁପ୍ ବସିଛି

ରାୟଗଡା ଜିଲ୍ଲା: ହାଟମୁନିଗୁଡା ପଚାୟତ ରେ ମହାଦୁର୍ନୀତି: ଜିଲ୍ଲା ପ୍ରଶାସନ ଜାଣିଶୁଣି ଚୁପ୍ ବସିଛି

168

ରାୟଗଡ଼ା,୦୭-୧୧-୨୦୨୦(ଜିଲ୍ଲା ଖବର): ବିଷମକଟକ ବ୍ଲକ୍ ଅନ୍ତର୍ଗତ ହାଟମୁନିଗୁଡା ପଚାୟତ ରେ ପିସି କାରବାର ଠାରୁ ଆରମ୍ଭ କରି ଗାଈ ଗୁହାଳ ଦୁର୍ନୀତି ଓ ପୁରୁଣା ଡାଇନିଂ ହଲ କୁ ତାହା ରି ଉପରେ ତିଆରି କରି ନୂତନ ଭାବେ ତିଆ,ରି କରି ୮00000 ଟଙ୍କା ବିଲ୍ କିପରି ବିଗତ କାଲି ବିଲ୍ ପାସ୍ କରିଛନ୍ତି । ଏବଂ ପ୍ରଥମେ ଫଳକ ଲାଗିବା କଥା ଏ ପର୍ଯ୍ୟନ୍ତ କୈଣସି ଫଳକ ଲାଗି ନାହିଁ। ସେହି କାମ ଦେଖି ବା ପାଇଁ ରାୟଗଡା ଜିଲ୍ଲା ପିଡି ଅମୃତ ଊତୁ ରାଜ ତିନି ଥର ଦେଖି ଯାଇଛନ୍ତି । କଣ ତାଙ୍କୁ ଦେଖା ଦୁର୍ନୀତି ଦେଖା ଗଲା ନାହିଁ କି। ହାଟମୁନିଗୁଡା ଯାତ୍ରୀ ବିଶ୍ରାମା ଗାର ଚୁନ ମାରି ୬0000ଟଙ୍କା ବିଲ୍ କରାଯାଇଛି । ସେହି ଫଲସ୍ ବିଲ କରିବା ପାଇଁ ଆଦେଶ କିଏ ଦେଇଛନ୍ତି। ୨୦୦୨ ମସିହାରେ କୈଣସି କାରଣ ରୁ ସିଜ୍ କରା ଯାଇ ଥିବା ଟିଣ କିପରି କଢା ହୋଇଛି। ବିନି ବିଡ଼ିଓ କ ଉପସ୍ଥିତ ରେ କଢା ଯାଇ ପରିବ ନାହିଁ। ହାଟମୁନିଗୁଡା ପଚାୟତ ଦୁର୍ନୀତି ବାରମ୍ବାର ଖବର ପ୍ରଶାରଣ ହେବା ପରେ କାହିଁକି ଚୁପ୍ ବସିଛନ୍ତି। ଏଥିରେ ଜଣା ଯାଉଛି ଛେ ସମସ୍ତ ପ୍ରଶାସନର ଅଧିକାରୀ ଦୁର୍ନୀତି ରେ ସାମିଲ ଥିବା ବୁଦ୍ଧି ଜୀବି ମହଲରେ ଚର୍ଚ୍ଚା ଚାଲିଛି। ଯଦି ଏହାର ତଦନ୍ତ ସପ୍ତାହ ଭିତରେ କରା ନ ଯାଏ । ବିଷମକଟକ ଥାନା, ମୁନିଗୁଡା ଥାନା, ବିଷମକଟକ ବିଡ଼ିଓ, ରାୟଗଡ଼ା ଜିଲ୍ଲା ପାଳ, ଗୁଣୁପୁର ଉପଜିଲ୍ଲାପାଳ ଙ୍କୁ ଲିଖିତ ଭାବେ ଦିଆଯିବ ଏବଂ ହାଟମୁନିଗୁଡା ପଚାୟତ ରେ ତାଲା ପଡିବ।
ପ୍ରସନ କୁମାର ପଣ୍ଡା, ସମ୍ବାଦଦାତା, ବିଷମକଟକ