
ବାଲିଗୁଡା,୦୭-୧୧-୨୦୨୦(ଜିଲ୍ଲା ଖବର): ଆଜି ସକାଳୁ ବାଲିଗୁଡା ରେ ଦେଖିବାକୁ ମିଳିଛି ଘନ କୁହୁଡି ସହିତ ହାଲୁକା ଥଣ୍ଡା ପବନ | ଶୀତ ବଢିବା ସହିତ ସକାଳ ପ୍ରାତଃ ଭ୍ରମଣ ରେ ଅଧିକାଂଶ ପୁରୁଷ, ସ୍ତ୍ରୀ, ଯୁବକ, ଯୁବତୀ ଲୋକଙ୍କ ସଂଖ୍ୟା ମଧ୍ୟ ବଢିବା ରେ ଲାଗିଛି ଓ ପ୍ରତ୍ୟକ ଲୋକଙ୍କ ମୁହଁରେ ମାକ୍ସ ଓ ଦେହରେ ଶୀତ ବସ୍ତ୍ର ପିନ୍ଧିଥିବା ଦେଖିବାକୁ ମିଳିଥିଲା | କୁହୁଡି ର ପ୍ରକୋପ ଏତେ ଅଧିକ ଥିଲା ଜେ ରାସ୍ତାର ଯାଉଥିବା ଯାନ ବାହାନ ଦୂରରୁ ଦେଖାଯାଉ ନ ଥିଲା |
ସୁକାନ୍ତ କୁମାର ତ୍ରିପାଠୀ, ସମ୍ବାଦଦାତା, ବାଲିଗୁଡା







