Thursday, August 6, 2026
Home ଆଞ୍ଚଳିକ ଜଟଣୀ ଅଗ୍ନିଶ୍ରମକେନ୍ଦ୍ର ପରିଷସରେ କରୋନା ଯୋଦ୍ଧା ଅନୁଷ୍ଠିତ

ଜଟଣୀ ଅଗ୍ନିଶ୍ରମକେନ୍ଦ୍ର ପରିଷସରେ କରୋନା ଯୋଦ୍ଧା ଅନୁଷ୍ଠିତ

38

ଜଟଣୀ,୦୪-୧୧-୨୦୨୦(ଜିଲ୍ଲା ଖବର): ଭାରତୀୟ ମାନବାଧିକାର ପରିଷଦର ଓଡ଼ିଶା ଶାଖା ଆନୁକୂଲ୍ୟ ଜଟଣୀସ୍ଥିତ ଅଗ୍ନଶ୍ରମ ପରିଷଦରେ କରନା ଯୋଦ୍ଧା ସଂଗଠନର ଜିଲ୍ଲା ସଭାପତି ସଞ୍ଜୀବ କୁମାରଙ୍କ ଙ୍ସଂଯଜନାରେ ଆୟଯିତ କାର୍ଯ୍ୟକ୍ରମରେ ଅଗ୍ନିଶ୍ରମ ଦିଭାଗ ଅଧିକାରୀ ବିଶ୍ୱଜିତ ରାଜଗୁରୁ, ସୁକାନ୍ତ ସାହୁ, ଅଭୟ ଦାସ, ଧରଣୀଧର ବରାଳ, ସୂର୍ଯ୍ୟସାରଥୀ ବେହେରା, ଫିଲିପ କୁମାର ସ୍ବାଇଁ, ବୀରବର ସେଠୀ, ରାଜକିଶ୍ଵର ବାରିକ, ପ୍ରୀୟବତ ଜେନା, ରାଜେଶ୍ୱର ପାତ୍ର, ଶିବପ୍ରସାଦ ଦାସ, ବିକ୍ରମ କେଶ୍ଵରୀ ସ୍ବାଇଁ, ସୁକାନ୍ତ କୁମାର ରାଉତ, ବଟକୃଷ୍ଣ ମାନସିଂ ସମେତ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଉତରିୟ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଚଳିତ କରୋନ ମହାମାରୀ ସମୟ ଆରମ୍ଭ ହେବାଠାରୁ ବିଭାଗର ସମସ୍ତ କର୍ମଚାରୀମାନେ ଦିନ ରାତି ଏକକରି ବିଭିନ୍ନ ଜନହିତ କାର୍ଯ୍ୟକ୍ରମକରିବା ସହ ତାଙ୍କ ବିଭାଗର ନିଜସ୍ୱ କାର୍ଯ୍ୟକରି ସାଧାରଣରେ ବେଶ୍ ପ୍ରସଂଶୀତ ହୋଇଛନ୍ତି । ଏହି ସବୁ କାର୍ଯ୍ୟକୁ ଦୃଷ୍ଟିରେ ମାନବଅଧିକାର ସଂଗଠନ ସେମାନଙ୍କୁ କରୋନା ଯୋଦ୍ଧାର ଆକ୍ଷା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ମୁଖ୍ୟ ଅତିଥିଭାବେ ଯୁବସମାଜ ସେବା ନରେନ୍ଦ୍ର କୁମାର ମୁଦୁଲି ଓ ଲିଲିପି କୁମାର ବଳିଆରସିଂହ ସିଆରପିଏଫର ବୀର ଯବାନ ଭାଇ ଓ ବରିଷ୍ଠ ନାଗରିକ ଓ ମାନବଧିକାର କର୍ମୀ ବିବୁର ରେହେମାନ୍, ଏଥି ସହ ଯୁବସାମ୍ବାଦୀଙ୍କ ପ୍ରଶାନ୍ତ କୁମାର ଏ ପ୍ରଦୀପ୍ତ କୃମାର ମାର୍ଥୀଙ୍କୁ ସମ୍ବଦନ କରାଯାଇଥିଲା

ରିପୋର୍ଟ: ସଞ୍ଜୀବ କୁମାର