Home ଆଞ୍ଚଳିକ ହାଟମୁନିଗୁଡା ପଚାୟତ ରେ ପିସି ପଚିଶି ପର ସେଣ୍ଟ ନେଇଛନ୍ତି ହାଟମୁନିଗୁଡା ପି ଇ ଓ

ହାଟମୁନିଗୁଡା ପଚାୟତ ରେ ପିସି ପଚିଶି ପର ସେଣ୍ଟ ନେଇଛନ୍ତି ହାଟମୁନିଗୁଡା ପି ଇ ଓ

331

ରାୟଗଡା,୦୪-୧୧-୨୦୨୦(ଜିଲ୍ଲା ଖବର): ବିଷମକଟକ ବ୍ଲକ ଅନ୍ତର୍ଗତ ହାଟମୁନିଗୁଡା ପଚାୟତ ରେ ଗୋଟିଏ ଯାତ୍ରୀ ବିଶ୍ରାମ ଗାର କୁ ପଚିଶି ପର ସେଣ୍ଟପିସି ନେଇଛନ୍ତି ହାଟମୁନିଗୁଡା ପି ଇ ଓ । ମାତ୍ର ସେହି ବିଶ୍ରାମା ଗାରର ଅଟକଳ ଟଙ୍କା ଷାଠିଏ ହଜାର ଟଙ୍କା । ଏହି କାମଟିକୁ ସେହି ବୁରୁଜୁ ଗୁଡା ଗ୍ରାମର ଜଣେ ବ୍ୟକ୍ତି ଚିନା ମୁନିକାଲୁ କ ଠାରୁ କାମ କରିବା ଆଠ ମାସ ପରେ ତାକୁ ଟଙ୍କା ପୈଠ କରିବା ସମୟରେ ଷାଠିଏ ହଜାର ଟଙ୍କା କାମରେ ୧୫ ହଜାର ଟଙ୍କା ପିସି ନେଇଛନ୍ତି। ତେଣୁ ଏଣେ ସରକାର ଯୋଜନା ପରେ ଯୋଜନା କରିଥିଲେ ମାତ୍ର ତାହା ହାଟମୁନିଗୁଡା ଜିପିର ଏହି ଦୃଶ୍ୟ ଏକ ଉଦାହରଣ ସ୍ୱରୂପ।ପିସି କଟା କଟି କୁ ନେଇ ହାଟମୁନିଗୁଡା ପଚାୟତ ପି ଇ ଓ କ ସହ ଯୁକ୍ତି ତରକ କରିଛନ୍ତି ।ବୁରୁଜିଗୁଡା ଯାତ୍ରୀ ବିଶ୍ରାମା ଗାର ତିଆରି କରିଥିବା ସେହି ବ୍ୟକ୍ତି ଜଣକ।

ରିପୋର୍ଟ: ପ୍ରସନ କୁମାର ପଣ୍ଡା