Friday, November 13, 2026
Home ଆଞ୍ଚଳିକ ପୁଞ୍ଜିକଁୟା ଠାରୁ ଖେମୁଣ୍ଡି କଲେଜ ପଯ୍ୟନ୍ତ ଅଲୋକି କାରଣ ପାଇଁ ଦାବି

ପୁଞ୍ଜିକଁୟା ଠାରୁ ଖେମୁଣ୍ଡି କଲେଜ ପଯ୍ୟନ୍ତ ଅଲୋକି କାରଣ ପାଇଁ ଦାବି

27

ଶେରଗଡ଼,୨/୧୧(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ର ପୁଞ୍ଜି କଁୟା ଠାରୁ କଲେଜ ଯାଏ ଆଲୋକି କରଣ ପାଇଁ ଆଜି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ଖେମୁଣ୍ଡି କଲେଜ ରାସ୍ତା ବିଭିନ୍ନ ସରକାରୀ କଯ୍ୟାଳୟ ଓ ମହିଳା ମହା ବିଦ୍ୟାଳୟ, କୋର୍ଟ ଥିଲେ ସୁଦ୍ଧା ସେଠି ଅଲୋକି କରଣ କରା ନଯାଇ ଅନ୍ୟ ରାସ୍ତା ବ୍ରାହ୍ମପୁର ,ରାଜପୁର, ଓ ପଦ୍ମନାଭ ପୁର ଅଞ୍ଚଳରେ ବିଦୂତ କରଣ କରା ଯାଉଛି ।ଏ ନେଇ ବିଭିନ୍ନ ମହଲ ରେ ଅସନ୍ତୋଷ ପ୍ରକାଶ ପାଇଛି ସେହି ଅଞ୍ଚଳରେ ରେ ବିଦୂତ ଅଲୋକି କରଣ କଲେ ଛାତ୍ର ଛାତ୍ରୀ ବୁଦ୍ଧି ଯିବି ଚିର ଉପକୃତ ହେହେ ବୋଲି କହି ଛନ୍ତି ଏ ନେଇ ସହରାଞ୍ଚଳ ଏଲଇଡି ଲାଇଟ ଆଲୋକୀ କାରଣ ବ୍ୟବସ୍ଥାକୁ ଖେମୁଣ୍ଡି କଲେଜ ପର୍ଯ୍ୟନ୍ତ ବର୍ଦ୍ଧିତ କରିବା ନେଇ ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ
ଖେମୁଣ୍ଡି ସ୍ୱାଧିକାର ମଞ୍ଚ ପକ୍ଷରୁ ପରେସ ନାଥ ରଥ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କୁ ସ୍ମାରକ ପତ୍ର ପ୍ରଦାନଦେଇ ଛନ୍ତି ।ଦାବି ପୂରଣ ନ ହୁଏ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି କହିଛନ୍ତି।