Wednesday, July 22, 2026
Home ଆଞ୍ଚଳିକ ଜାଭିୟର ବିଶ୍ବବିଦ୍ୟାଳୟର ବାର୍ଷିକୋ ମିଡ଼ିଆ କନକ୍ଲେଭ

ଜାଭିୟର ବିଶ୍ବବିଦ୍ୟାଳୟର ବାର୍ଷିକୋ ମିଡ଼ିଆ କନକ୍ଲେଭ

26

ଜଟଣୀ,୨/୧୧(ଜିଲ୍ଲା ଖବର) : ସ୍ଥାନୀୟ ନିଜିଗଡ଼ କୁରଖଠାରେ ଥିବା ଜାଭିୟର ବିଶ୍ବବିଦ୍ୟାଳୟରେ ଆଜି ବାର୍ଷିକୋ କନକ୍ଲେଭ-୨୦ ଆୟୋଜିତ ହୋଇଯାଇଛି । ଏହି ଇକ୍ୟୁମିନିକ୍‌କୁ ଜାଭିୟର ବିଶ୍ୱବିଦ୍ୟାଳୟର ମିଡିଆ ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ ଗଣମାଧ୍ୟମରେ ପ୍ରସାରିତ ହେଉଥିବା କାହାଣୀ ସମନ୍ଧରେ ପଳନ କରିବା କେତେ କଷ୍ଟସାଧ୍ୟ ତାହା ଆମେ ଜାଣିନଥାଉ । ଏଥିରେ ସମସ୍ତ ମିଡିଆ ଶିଳ୍ପର ପ୍ରମୁଖ ବନ୍ଧୁଗଣ ଯୋଗଦେଇଥିଲେ । ଏହି କମ୍ୟୁନିଦ୍ୟୁ ପ୍ରଥମଥର ପାଇଁ ଅନଲାଇନ ମାଧ୍ୟମରେ ଆୟୋଜିତ ହୋଇଥିଲା । କିନ୍ତୁ ଅଫଲାଇନ ମାଧ୍ୟମରେ ହୋଇଆସୁଥିବା କାର୍ଯ୍ୟକ୍ରମଠାରୁ କୌଣସି ଗୁଣରେ କମ ନଥିଲା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଜାଭିୟର ବିଶ୍ୱବିଦ୍ୟାଳୟର କୁଳପତି ଫାଦର ତଃ ଆପ୍ରେମୀଆର ଉଭାରୀ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ସମନ୍ଧରେ କ୍ତବ୍ୟ ରଖିଥିଲେ । ଜାଭିୟରର ରେଜିଷ୍ଟାର ଫାଦର ଇଏ ଅଗଷ୍ଟିନ କହିଥିଲେ ଯେ, ଏକ ଚାପ ମାଧ୍ୟମରେ ଗଣମାଧ୍ୟମ ସମାଜପାଇଁ କିପରି ଅମୂଲ୍ୟ ଅଟନ୍ତି ସେ ନେଇ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏପିଏସି ନ୍ୟୁଜ ଉଇକ ଗୁପର ସମ୍ପାଦକୀୟ ମୂଖ୍ୟ ଡାନିସ ମର ପରିଚାଳନା କରିଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବକ୍ତାଭାବେ ସାଧୀନ ସାମ୍ବାଦିକ ଫାଏଡ ଡିପଂଜାଇଣ୍ଡିଆନ ଏକ୍ସପ୍ରେସର ଜାତୀୟ ସାମ୍ବାଦିକ ହରିଶ ଦାମୋଦରନ୍,ଆଜତ ପାଦଦାତା ମହମ୍ମଦ ସୁଫିଆନ,ସାଧୀନ ସାମ୍ବାଦିକ ଆଦିତ୍ୟରାଜ କୌଲ ଓ ତେଜିନ୍ଦର ସିଂ ପ୍ରମୁଖ ଅନଲାଇନ ମାଧ୍ୟମରେ କହିଥିଲେ ଯେ, ଅନିଶ୍ଚିତତା ସମୟରେ ଜନସାଧାରଣ ନିକଟରେ ସୃଷ୍ଟତା ଦେଖାଇବାକୁ ଚେଷ୍ଟା କରୁଥିବା ବେଳେ ଅନେନ ସାମ୍ବାଦିକମାନେ କିପରି ନିଜର ଜିବନ ହରାଉଛନ୍ତି ସେ ସମ୬ରେ ବ୍ୟାଖ୍ୟା କରିଥିଲେ ।

ରିପୋର୍ଟ ସଞ୍ଜୀବ କୁମାର ।