
ଗଂଜାମ,୧/୧୧ (ଜିଲ୍ଲା ଖବର) : ଗଞ୍ଜାମ ସହର ସ୍ଥିତ ଏଲ୍ଲାମା ମନ୍ଦିର ଠାରେ ଅଖିଳ ଭାରତ ଟ୍ରେଡ଼ ୟୁନିୟନ କଂଗ୍ରେସର ଶତବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ଅନୁଷ୍ଠାନର କର୍ମକର୍ତ୍ତା ,ସଦସ୍ୟ,ଆଶା ଓ ଅଙ୍ଗନବାଡି କର୍ମୀ ସାମିଲ ହୋଇ ସମାରୋହ ଅନୁଷ୍ଠିତ ହୋଇଥିଲା। ଜୟଶ୍ରୀ କେମିକାଲସ ଏମ୍ପ୍ଲୟଜ ୟୁନିୟନ ପ୍ରେସିଡେଣ୍ଟ ପ୍ରବୀଣ କୁମାର ଦାଶ,ସମ୍ପାଦକ ରଞ୍ଜିତ କୁମାର ପ୍ରଧାନ,ପୂର୍ବତନ ଗଞ୍ଜାମ ଏନ ଏ ସି ଅଧ୍ୟକ୍ଷ ବୃନ୍ଦାବନ ପଲାଇ,ସି ପି ଆଇ ନେତା ବିଶ୍ୱନାଥ ପଲାଇ,ସୁରେନ୍ଦ୍ର ମହାରଣା,ଗ୍ରାସୀମ ଇଣ୍ଡଷ୍ଟ୍ରିଜ ଲେବର ୟୁନିୟନ ପ୍ରେସିଡେଣ୍ଟ ଜୟକୃଷ୍ଣ ବାରିକି, ସେକ୍ରେଟାରୀ ସୁନୀଲ କୁମାର ଦାସ,ରେକୋଗ୍ ନାଇଜ ଅଫିସ ବିଏରର ସୀମାଞ୍ଚଳ ପଲାଇ,ପ୍ରଣବ ପ୍ରଧାନ,ପ୍ରତାପ ବିଶ୍ୱାଳ,କୃଷ୍ଣ ରାଓ,ବିଦ୍ୟାଧର ଦାସ,ପ୍ରଶାନ୍ତ ମୁଦୁଲି,ସଞ୍ଜୀବ ସ୍ବାଇଁ,
ଅଙ୍ଗନବାଡି ଜିଲ୍ଲା ସଂଯୋଜକ ନର୍ମଦା ନାହାକ,ସୁନିତା ସାହୁ,ମମତା ସାହୁ,
ଆଶା କର୍ମୀ ଜିଲ୍ଲା ସଂଯୋଜକ ମଧୁସୂଦନ ମହାପାତ୍ର,
ପାଚିକା ଜିଲ୍ଲା ସଂଯୋଜକ ଶୁଦର୍ଶନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ ପ୍ରଦୀପ କୁମାର ସାହୁ।


