
କୁକୁଡାଖଣ୍ଡି, ୧୭/୯ (ଇ. ରଞ୍ଜନ ): କୁକୁଡାଖଣ୍ଡି ସୋମପେଟା ସାହିରେ ବଢେଇ ସମାଜ ପଷରୁ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ସକାଳୁ ପ୍ରଭୁଙ୍କୁ ଆବହନ ପରେ ପୂଜାର୍ଚ୍ଚନା ସାଙ୍ଗକୁ ହୋମଯଜ୍ଞ ଓ ପ୍ରସାଦ ସେବନ କରାଯାଇଥିଲା l

ଏହି ଉତ୍ସବରେ ବଢେଇ ସମାଜର ସମସ୍ତ ସଦସ୍ୟ ଓ ସଦସ୍ୟା ଯୋଗ ଦେଇ ଆଶୀର୍ବlଦ ଗ୍ରହଣ କରିଥିଲେ l ସଭାପତ ଅଶୋକମହାରଣା, ସଂଜୟମହାରଣା,ପ୍ରଭାକର ମହାରଣା, ଭଗବାନ ମହାରଣା, ଟୁନା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।



