Tuesday, October 13, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଗ୍ରାମପଞ୍ଚାୟତ କାର୍ଯ୍ୟରତ ସରପଞ୍ଚ ଶ୍ରୀଯୁକ୍ତଗୌରଚନ୍ଦ୍ର ମଳିକ ଙ୍କ ଦେହାନ୍ତ

କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଗ୍ରାମପଞ୍ଚାୟତ କାର୍ଯ୍ୟରତ ସରପଞ୍ଚ ଶ୍ରୀଯୁକ୍ତଗୌରଚନ୍ଦ୍ର ମଳିକ ଙ୍କ ଦେହାନ୍ତ

22

ବାଲିଗୁଡା,୨୮/୧୦( ଜିଲ୍ଲା ଖବର ): କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ପଞ୍ଚାୟତ ସମିତିର ଖଜୁରିପଡ଼ା ଗ୍ରାମପଞ୍ଚାୟତ କାର୍ଯ୍ୟରତ ସରପଞ୍ଚ ଶ୍ରୀଯୁକ୍ତ ଗୌରଚନ୍ଦ୍ର ମଳିକ ଙ୍କ ଆଜି ନିଜ ବାସ ଭବନ ଗଂଜୁଗୁଡା ଗ୍ରାମ ଠାରେ ଦେହାନ୍ତ ହୋଇଛି । ସେ ଜଣେ ମେଳାପୀ ଲୋକ ଥିଲେ। ତାଙ୍କ ବିୟୋଗରେ ଖଜୁରିପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।