
ବାଲିଗୁଡା,୨୫/୧୦ (ଜ଼ିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ବାଲିଗୁଡା ରେ କୋଭିଡ ନିୟମ କୁ ମାନି ଦଶହରା ଦିନରେ ଗାଡି ପୂଜା ହୋଇଯାଇଛି | ଗାଡି ଓ ମୋଟର ସାଇକଲ ଗୁଡିକୁ ଲୋକମାନେ ବିଭିନ୍ନ ପ୍ରକାରର ସୁବାସିତ ଫୁଲ,ଚନ୍ଦନ ଓ ସିନ୍ଦୁର, ଧୂପକାଠି ରେ ସଜଇଥିବାର ଦେଖିବାକୁ ମିଳିଥିଲା | NAC ଅଧ୍ୟକ୍ଷ ଲୋକନାଥ ପାଢ଼ୀ ଦକ୍ଷିଣ କାଳି ବସ ନିକଟରେଙ୍କ ପୂଜାରୀଙ୍କ ଦ୍ୱାରା ପୂଜା ପାଠ, ହୋମ ସମ୍ପର୍ଣ୍ଣ କରିଥିଲେ ଏଥିରେ ଗାଡି କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲା |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।



