Thursday, October 15, 2026
Home ଆଞ୍ଚଳିକ ଆଠ କିଲୋ ଦୁଇଶହ ଗଂଜେଇ ସହ ଦୁଇ ଗିରଫ ଗୋଟିଏ ମଟର...

ଆଠ କିଲୋ ଦୁଇଶହ ଗଂଜେଇ ସହ ଦୁଇ ଗିରଫ ଗୋଟିଏ ମଟର ସାଇକେଲ ଜବତ

123

ବାଲିଗୁଡ଼ା,୨୧/୧୦(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା କେ. ନୂଆଁଗାଁ ଥାନା ପୋଲିସ ହାତରେ ଆଠ କିଲୋ ଦୁଇଶହ ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ l ତାସହ କେ. ନୂଆଁଗାଁ ଥାନା ପୋଲିସ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ହର୍ନେଟ୍ ବାଇକ୍ ଜବତ କରିଛି l ଅଭିଯୁକ୍ତ ମାନେ ହେଲେ ବାଲିଗୁଡା ନୂଆଁ ସାହିର ପ୍ରଭାତ କୁମାର ଗୌଡ଼, ଏବଂ ବାଲିଗୁଡା ବଜାର ସାହିର
ଦେବାଶିଷ ପାଢ଼ୀ l ଉଭୟକୁ କେ. ନୂଆଁଗାଁ ପୋଲିସ ଥାନା କେସ ନମ୍ବର 61ର U/S 20(b)(ii) ଏବଂ B/25/27 ଓ A/29 NDPS, ଆକ୍ଟ ଅନୁଯାଇ କୋର୍ଟ ଚାଲାଣ କରାଯାଇଛି ।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।