Wednesday, November 11, 2026
Home ଆଞ୍ଚଳିକ ୩୬ଘଣ୍ଟା ର ସର୍ଚ୍ଚ ଅପେରସନ ପରେ ମଧ୍ୟ ମିଳିପାରି ନାହିଁ ନାବାଳକ

୩୬ଘଣ୍ଟା ର ସର୍ଚ୍ଚ ଅପେରସନ ପରେ ମଧ୍ୟ ମିଳିପାରି ନାହିଁ ନାବାଳକ

25

ଧରାକୋଟ,୧୯/୧୦(ଜିଲ୍ଲା ଖବର) : ଧରାକୋଟ ବ୍ଲକ ଅନ୍ତର୍ଗତ ଜଗମୋହନ ଗ୍ରାମର ନିଖୋଜ ବାଳକ ର ମିଳି ପାରିନାହିଁ ସନ୍ଧାନ | ଓଡ୍ରାଫ ଟିମ ର ଦୀର୍ଘ 36 ଘଣ୍ଟା ସର୍ଚ୍ଚ ଅପେରସନ ଜାରି ରଖିଥିଲେ ମଧ୍ୟ କୌଣସି ସଫଳତା ମିଳିପାରିନାହିଁ ଲୋକଙ୍କ କହିବା ଅନୁଯାଇ ଉକ୍ତ କେନାଲ ଟିରେ ଥିବା ବାଉଁଶ କୁମ୍ଭ ଭିତରେ ଶବ ଟି ଲାଖି ରହିଛି ତେବେ ଓଡ୍ରାଫ ଟିମ ର ସହଯୋଗ ରେ ଜେସିବି ଆସି ବାଉଁଶ ଗଛ କୁ ସଫା କରିବାକୁ ଲାଗିଛି ତେବେ ସ୍ଥାନୀୟ ଉକ୍ତ୍ୟତ ଜନତା କହିଛନ୍ତି ଯଦି ଆଗାମୀ 24 ଘଣ୍ଟା ମଧ୍ୟ ରେ ବାଳକ ଟିକୁ ଖୋଜା ଯାଇ ନ ପାରିଲେ ସେମାନେ ରାଜ ରାସ୍ତାରେ ଧାରଣା ଦେବେ

ରିପୋର୍ଟ ପବିତ୍ର ମୋହନ ମହାରଣା