Monday, November 16, 2026
Home ଆଞ୍ଚଳିକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଇଁ ଭୃଗୁ ଙ୍କ ଚିନ୍ତା

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଇଁ ଭୃଗୁ ଙ୍କ ଚିନ୍ତା

644

ବ୍ରହ୍ମପୁର,୧୯/୧୦(ଜିଲ୍ଲା ଖବର) : ବିଶ୍ୱବିଦ୍ୟାଳୟ ର ଷ୍ଟାଫ କ୍ୱାଟର ର ଅବସ୍ଥା ଦେଖି ଚିନ୍ତା ପ୍ରକାଶ କରିଛନ୍ତି ଭାରତୀୟଜନତା ପାର୍ଟି ର ରାଜ୍ୟ ଉପସଭାପତି ତଥା ବ୍ରହ୍ମପୁର ସାଂସଦ ପାର୍ଥି ଶ୍ରୀ ଭୃଗୁ ବକ୍ସିପାତ୍ର ସେ ନିଜ ଟୁଇଟର ଆକାଉଣ୍ଟ ଏକ ଖବର କାଗଜ ର ଫୋଟୋ ସହ ଲେଖିଛନ୍ତି ଯେ “ଷ୍ଟାଫ୍ କ୍ୱାର୍ଟର୍ସ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହା ଯେକୌଣସି ସମୟରେ ନଷ୍ଟ ହୋଇପାରନ୍ତି | ସରକାର ଏବଂ ପ୍ରଶାସନ ଉଦାସୀନ ରହିଛନ୍ତି।ଗଭୀର ନିଦରୁ ଉଠିବାକୁ ସେମାନଙ୍କୁ ଅନୁରୋଧ |