
ବାଲିଗୁଡା/ବାରଖମା/,(ସୁରେଶ କୁମାର ପଣ୍ଡା): ଲଣ୍ଡାଗାଁ ସିନ୍ଧିଗୁଡା ରାସ୍ତାରେ ମାଓ ପୋଷ୍ଟର ମରାଯାଇଥିବାର ଦେଖିବାକୁ ମିଳିଥିଲା I ଏହି ପୋଷ୍ଟର ଖମଣଖୋଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଂଜାଲଗୁ ଗ୍ରାମର ଏକ ଜଙ୍ଗଲରେ ଏହି ପୋଷ୍ଟରରେ ବ୍ରାହ୍ମଣୀୟ ଅର୍ଦ୍ଧ ସମନ୍ତି,ଅର୍ଦ୍ଧ ଉପନିବେଶରେ ଗଣତନ୍ତ୍ରର ସ୍ଥାନ ନାହିଁ ଜନ ଗଣତନ୍ତ୍ର ପାଇଁ ସେପ୍ଟେମ୍ବର ୨୧ମାଓବାଦୀ ପାର୍ଟିର ୧୫ତମ ପ୍ରତିଷ୍ଠା ଦିବସ ଶପଥ କରନ୍ତୁ ନକ୍ସଲବାଦି ଏକହିଁ ରାସ୍ତା, ଲେଖା ହୋଇଥିବାର ଦେଖିବାକୁ ମିଳିଥିଲା





