
ଗଞ୍ଜାମ,୧୪/୧୦ (ଜିଲ୍ଲା ଖବର) : ରମ୍ଭା ସହର ରେ ରହିଥିବା ୟୁନିଅନ ବ୍ୟାଙ୍କର ଜୈନେକ ମହିଳା କର୍ମାଚାରୀ କରୋନା ରେ ସଂକ୍ରମିତ ହୋଇଛନ୍ତି।ଯାହାକୁ ନେଇ ବୁଧବାର ଦିନ ବ୍ୟାଙ୍କ ବନ୍ଦ ରହିଥିବା ଜଣାପଡ଼ିଛି।ଉପଭୋକ୍ତା ମାନେ ବ୍ୟାଙ୍କ ବନ୍ଦ ରହିଥିବା ଫଳରେ ଘରକୁ ଫେରୁଛନ୍ତି।ଆସନ୍ତା ଶୁକ୍ରବାର ଦିନ ବ୍ୟାଙ୍କ ଖୋଲିବ ବୋଲି ୟୁନିଅନ ବ୍ୟାଙ୍କ କାର୍ତ୍ୟୁପକ୍ଷ ସୂଚାନା ଦେଇଛନ୍ତି।
ରିପୋର୍ଟ ପ୍ରଦୀପ କୁମାର ସାହୁ।


