
ଭୁବନେଶ୍ୱର,୧୪/୧୦(ଜିଲ୍ଲା ଖବର) : ଭୂବନେଶ୍ବର ର କ୍ୟାପିଟାଲ ହସ୍ପିଟାଲ ରେ ବର୍ତ୍ତମାନ ସୁଧା ଆଇସିୟୁ ଶଯ୍ୟା କାର୍ଯ୍ୟକ୍ଷମ ହୋଇ ନଥିବା ରୁ ଭାରତୀୟ ଜନତା ପାର୍ଟି ର ରାଜ୍ୟ ଉପସଭାପତି ତଥା ବ୍ରହ୍ମପୁର ସାଂସଦ ପାର୍ଥି ଶ୍ରୀ ଭୃଗୁ ବକ୍ସିପାତ୍ର ଉଦବେଗ ପ୍ରକାଶ କରିଛନ୍ତି। ସେ ଟୁଇଟ କରି ଜଣାଇଛନ୍ତି ଯେ “ଓଡ଼ିଶା ର ରାଜଧାନୀରେ ଆଇସିୟୁ ଶଯ୍ୟାର ଅଭାବ ସହିତ ଭୁବନେଶ୍ୱର ପାଇଁ COVID19 ପରିଚାଳନା ପର୍ଯ୍ୟାପ୍ତ ନୁହେଁ |
ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲରେ ସରକାର ନୂତନ COVID ଆଇସିୟୁ ୟୁନିଟ୍ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିବାବେଳେ ଏହା କେବଳ ଘୋଷଣା ରେ ରହିଥିବା ଜଣାପଡିଛି।”


