Home ଆଞ୍ଚଳିକ ଜଟଣୀ ରୁ ପିପିଲି ରାସ୍ତା ଅବରୋଧ

ଜଟଣୀ ରୁ ପିପିଲି ରାସ୍ତା ଅବରୋଧ

260

ଜଟଣୀ,୧୪/୧୦(ଜିଲ୍ଲା ଖବର) : ଲଗାଣ ବର୍ଷା ବିତ୍ପାତରେ ଜଟଣୀ ଓ ଏହାର ଆଖପାଖ ଅଂଚଳରେ ବ୍ୟବସାୟ ପ୍ରତିଷ୍ଠାନ ଓ ଗମନାଗମନ ସହିତ ଲୋକମାନଙ୍କ ଚଳଣିରେ ସମସ୍ୟା ସୃଷ୍ଟି। ଦେଖନ୍ତୁ ଏହି ଭିଡିଓ ଟିକୁ। ଏହି ବର୍ଷା ଜଳ ପାଇଁ ଜଟଣୀ ରୁ ପିପିଲି ରାସ୍ତା ଅବରୋଧ। ବର୍ଷା ହେଲେ ଏଠାରେ ବାରମ୍ବାର ଏହି ଭଳି ଘଟଣା ଘଟୁଥିବା ବେଳେଜଟଣୀ ସହର ଓ ଆଖପାଖ ଅଞ୍ଚଳରେ ରହୁଥିବା ଜନସାଧାରଣ ବହୁ ଅସୁବିଧା ର ସମ୍ମୁଖିନ ହେଉଛନ୍ତି ଏବଂ ଜନସାଧାରଣ ଯିବା ଆସିବା କରିବା ପାଇଁ ନିଜକୁ ସୁରକ୍ଷିତ ମଣୁନାହଁନ୍ତି। ପ୍ରଶାସନ ପକ୍ଷରୁ କୌଣସି ପ୍ରତିବନ୍ଧକ ଲଗାଯାଉନାହିଁ କିମ୍ବା ଏହାର କୌଣସି ସମାଧାନ ମଧ୍ୟ କରାଯାଉ ନାହିଁ ବୋଲି ସାଧାରଣ ଲୋକଙ୍କ ମତ ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହେଉଛି।

ରିପୋର୍ଟ ସଞ୍ଜୀବ କୁମାର। ।