
ବାଲିଗୁଡା,୧୩/୧୦{ ଜ଼ିଲ୍ଲା ଖବର } : କନ୍ଧମାଳ ଜିଲ୍ଲା ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବଣୁଆ କାର୍ଯ୍ୟରତ ଥିବା ସମୟର ସେ କୋଭିଡ 19 ରେ ଆକ୍ରାନ୍ତ ହୋଇଥିଲେ | ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ପୁନର୍ବାର କାର୍ଯ୍ୟରେ ଯୋଗଦେଇଥିଲେ | କାର୍ଯ୍ୟରେ ଯୋଗଦେବା ବେଳେ ରାଇକିଆ ପୂର୍ବତନ ଅଧକ୍ଷ, ପ୍ରଦୀପ ପ୍ରଧାନ ଓ ଅଫିସର କର୍ମଚାରୀମାନେ ପ୍ରବୀଣ କୁମାର ବଣୁଆ ଙ୍କୁ ପୁଷ୍ପ ଗୋଚ୍ଛା ଦେଇ ସ୍ୱାଗତ କରିଥିଲେ |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।



