Home ଆଞ୍ଚଳିକ ଉତ୍କଳ ଆମ୍ଭେଦକର ସମାଜ ପକ୍ଷରୁ ଆଶୃଳ ଶ୍ରଦ୍ଧାଞ୍ଜଳି

ଉତ୍କଳ ଆମ୍ଭେଦକର ସମାଜ ପକ୍ଷରୁ ଆଶୃଳ ଶ୍ରଦ୍ଧାଞ୍ଜଳି

65

ବାଣପୁର,୧୦/୧୦(ଜିଲ୍ଲା ଖବର) : ବାଣପୁର ବ୍ଲକ ଅନ୍ତର୍ଗତ ସୁନାଖଳା ଗ୍ରାମଠାରେ ଏହି ଅଶୃଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି lଉକ୍ତ ସଙ୍ଗଠନର ସ୍ୱର୍ଗତ ସୁଧାକର ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।ତାଙ୍କ ଫୋଟୋଚିତ୍ରରେ ମାଲ୍ୟାଅର୍ପଣ କରାଯାଇ ନିରବପାର୍ଥନା କରାଯାଇଥିଲା lସ୍ୱର୍ଗତ ସୁଧାକର ପାତ୍ର ସଙ୍ଗଠନର ଜଣେ ଆଦର୍ଶ ବ୍ୟକ୍ତି ଥିଲେ l ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ସଙ୍ଗଠନର ସଭାପତି ଆଡ଼ଭୋକେଟ ଶ୍ରୀ ନରେନ୍ଦ୍ର କୁମାର ନାୟକ ,ଉପ – ସଭାପତି ପ୍ରଭାକର ନାୟକ , ଉପଦେଷ୍ଟା ଦାସରଥି ନାୟକ ,ସମ୍ପାଦକ ଶ୍ରୀ ମାନସ ନାୟକ , ସହ ସମ୍ପଦକ ଶୁଭେନ୍ଧୁ ବିଶୋଇ , ମୁଖ୍ୟ ପାରିଚାଳକ ଶ୍ରୀମଦନ ପାତ୍ର ସହ ପରିଚାଳକ ଧିରେନ ନାୟକ ,ମହିଳା ସଭାପତି ଶ୍ରୀଯୁକ୍ତl ପୁଷ୍ପା ନାୟକ କୋଷାଧକ୍ଷ ଶ୍ରୀ ମାନସ ରଞ୍ଜନ ନାୟକ ,ମୁଖ୍ୟ ସଂଯୋଜକ ରମାକାନ୍ତ ନାୟକ ,ମିଡ଼ିଆ ବକ୍ତା ଅରୁଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ ସମିର ରଞ୍ଜନ ନାୟକ ।